www.samajalive.in
Saturday, December 6, 2025
15.1 C
Bhubaneswar

ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଦ୍ବାରା ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ ହୋଇଛି। ଗୋ ଧ୍ବଜା ସ୍ଥାପନ ଭାରତ ଯାତ୍ରାର ଅଂଶ ସ୍ୱରୂପ ରବିବାର ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ବହୁ ସାଧୁ ସନ୍ଥଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦେଶରେ ଗୋହତ୍ୟା ନିଷେଧ ଓ ଗୋ ସମ୍ପଦର ସୁରକ୍ଷା ପାଇଁ ଜ୍ୟୋତି ପୀଠ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories