www.samajalive.in
Friday, December 5, 2025
26.1 C
Bhubaneswar

ଗାୟତ୍ରୀ ମନ୍ତ୍ର ଜପ କରିବାର ଜୀବନରେ ପ୍ରଭାବ

ଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ଅନେକ ମହିମା ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ମନ୍ତ୍ର ଯର୍ଜୁବେଦରୁ ପ୍ରାପ୍ତି ହୋଇଛି। କୁହାଯାଇଛି ଯେ, ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ଦ୍ବାରା ଈଶ୍ବରଙ୍କ ଆଶୀର୍ବାଦ ମିଳିଥାଏ। ଗାୟତ୍ରୀ ମନ୍ତ୍ର ଏକ ଛନ୍ଦ ଅଟେ। ଏହି ଛନ୍ଦରେ ତିନୋଟି ଅକ୍ଷର ରହିଛି। ଦୈନିକ ଜୀବନରେ ଗାୟତ୍ରୀ ମନ୍ତ୍ରର ଜପ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହାସହ ଗାୟତ୍ରୀ ମନ୍ତ୍ରୀ ମାଳା ଜପ କରିବା ଦ୍ବାରା ଜୀବନରେ ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସମସ୍ତ ଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି। ଗାୟତ୍ରୀ ମାଳା ସହ ମନ୍ତ୍ରର ଜପ କରିବା ଦ୍ବାରା ସମସ୍ତ ପାପ ନାଶ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହାଦ୍ବାରା ସମସ୍ତ ଦେବାଦେବୀଙ୍କ କୃପା ମଧ୍ୟ ମିଳିଥାଏ। ଭାଗବତର ଦଶମ ସ୍କନ୍ଧରେ ଉଲ୍ଲେଖ ରହିଛି ଯେ, ଭଗବାନ ଶ୍ରୀକୃଷ୍ଣ ନିୟମିତ ରୂପେ ପ୍ରତ୍ୟେକ ଦିନ ଏକ ଘଣ୍ଟା ଗାୟତ୍ରୀ ମନ୍ତ୍ରୀ ଜପ କରୁଥିଲେ।

- Advertisement -

ଅର୍ଥବ ବେଦରେ ଗାୟତ୍ରୀ ମନ୍ତ୍ରୀ ମହିମା ବିଷୟରେ ବର୍ଣ୍ଣନା କରାଯାଇଛି। ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ବାରା ମନୁଷ୍ୟର ଆୟୁ ବୃଦ୍ଧି ହୋଇଥାଏ। ମନୁଷ୍ୟ ନିୟମିତ ରୂପେ ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ ମୃତ୍ୟୁ ପରେ ବ୍ରହ୍ମଲୋକ ପ୍ରାପ୍ତି କରିଥାଆନ୍ତି। ଏହି ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଜୀବନରେ ଅନେକ ଯଶ ଓ ସମ୍ମାନ ପାଇଥାଆନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories