www.samajalive.in
Saturday, December 6, 2025
14.1 C
Bhubaneswar

ସମୁଦ୍ରରେ ଭାସିଗଲେ ୫ ସାଙ୍ଗ ; ଜଣଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ସମୁଦ୍ରରେ ବୁଡି ଚାଲିଗଲା ଜଣେ ଛାତ୍ରୀଙ୍କ ଜୀବନ। ଛତ୍ରପୁର ଥାନା ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରରେ ଆଜି ଏହି ଅଘଟଣ ଘଟିଛି। ଅନ୍ୟ ଜଣେ ଛାତ୍ରୀ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି। ଛତ୍ରପୁର ଥାନା ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରରେ ଛାତ୍ରୀମାନେ ବୁଡି ଯାଇଥିଲେ। ୫ ଜଣ ସାଙ୍ଗ ହୋଇ ଗାଧୋଇବା ବେଳେ ସମସ୍ତେ ଭାସି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଲୋକେ ଉଦ୍ଧାର କରିଥିବା ବେଳେ ୨ ଜଣ ବୁଡିଯାଇଥିଲେ। ୨ ଜଣ ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories