ଗଞ୍ଜାମ : ବର୍ତମାନ ପ୍ରଚଣ୍ଡ ରୌଦତାପ ଓ ଅସହ୍ୟ ଗୁଳୁଗୁଳି ହେଉଛି । ଯାହାକୁ ନେଇ ହୁମ୍ମା ଗ୍ରାମ ପଞ୍ଚାୟତ ତରଫରୁ ଲକ୍ଷ୍ମୀ ବଜାର ଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଛି ।ଏହାକୁ ସମିତିସଭ୍ୟ ଧ୍ରୃବ ଚରଣ ପଲାଇ ଅତିଥି ଭାବେ ଯୋଗଦେଇ ଏହାର ଶୁଭରାମ୍ଭ କରିଥିଲେ।। ବିଶୁଦ୍ଧ ଥଣ୍ଡାପାଣି ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓ୍ବାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ପରିଡା, ସନ୍ତୋଷ ରେଡି ଅନ୍ୟ ଓ୍ବାର୍ଡ ସଭ୍ୟ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ନେତା ଶିଶିର କୁମାର ପ୍ରଧାନ,ଅମୀର କୁମାର ପ୍ରଧାନ,ପ୍ରଫୁଲ କୁମାର ସାହୁ ,ସୁର୍ଯ୍ୟ କାନ୍ତ ସାହୁ,ସମୀର କୁମାର ସାହୁ ଶିଶିର ତରାଇ, ଶୁସାନ୍ତ ତରାଇ ,ବାପି ପରିଡା,ସନ୍ତୋଷ ପରିଡା, ଚନ୍ଦନ ତରାଈ ,ସାଗର କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତ ସମସ୍ତ ସ୍ଥାନରେ ଜଳଛତ୍ର କରାଯିବାର ନିଷ୍ପତି ନିଆଯାଇଥିବା ଜଣାପଡିଛି ।
Popular Categories



