www.samajalive.in
Friday, December 5, 2025
20.1 C
Bhubaneswar

ପରିବାର ନେଇ ଯିବା ହେବ କଷ୍ଟସାଧ୍ୟ, କଡା ଆଇନ ପ୍ରଣୟନ କଲା ଫ୍ରାନ୍ସ

ଡେସ୍କ: ଫ୍ରାନ୍ସ ସରକାର ବିଦେଶୀମାନଙ୍କ ପାଇଁ ସେଠାରେ ପରିବାର ସହ ରହିବା ଓ ତାହା ସହ ଜଡିତ କେତେକ ନିୟମକୁ କଠୋର କରିଛନ୍ତି। ଫ୍ରାନ୍ସ ସଂସଦ ଇମିଗ୍ରେସନ ନୀତିକୁ କଡାକଡି କରି ଏକ ଆଇନ ପ୍ରଣୟନ କରିଛି। ନୂତନ ନିୟମ ଅନୁଯାୟୀ ପ୍ରବାସୀମାନଙ୍କ ପାଇଁ ପରିବାର ସଦସ୍ୟଙ୍କୁ ଫ୍ରାନ୍ସକୁ ଆଣିବା ଅଧିକ କଷ୍ଟସାଧ୍ୟ ହେବ ଏବଂ ସେଠାକାର କଲ୍ୟାଣକାରୀ ଯୋଜନାରୁ ଲାଭ ପାଇବା ମଧ୍ୟ ବିଳମ୍ବ ହେବ। ଏହାସହ ଏହି ନିୟମରେ ନାବାଳିକାଙ୍କୁ କାରାଗାରରେ ରଖିବାକୁ ବାରଣ କରାଯାଇଛି। ତେବେ ସେଠାକାର ମାନବାଧିକାର ଗୋଷ୍ଠୀ ଏହି ନୂତନ ଆଇନକୁ ସମାଲୋଚନା କରିଛନ୍ତି।

ମେଳ ଖାଉନି ହଇଜା ମୃତ୍ୟୁ ସଂଖ୍ୟା – କେନ୍ଦ୍ରୀୟ ସହାୟତା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories