ମେଳ ଖାଉନି ହଇଜା ମୃତ୍ୟୁ ସଂଖ୍ୟା – କେନ୍ଦ୍ରୀୟ ସହାୟତା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଡେସ୍କ: ସ୍ମାର୍ଟ ସିଟି ରାଉରକେଲାରେ ହଇଜା ବ୍ୟାପୁଥିବା ବେଳେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ସଂଶୟ ପ୍ରକାଶ ପାଇଛି। ଗୋଟିଏ ପଟେ ରାଜ୍ୟ ସରକାର ରାଉରକେଲାରେ ହଇଜା ମୃତ୍ୟୁ ସଂଖ୍ୟା ୬ ବୋଲି ସ୍ପଷ୍ଟ କରିଥିବା ବେଳେ ଅସମର୍ଥିତ ସୂତ୍ରରୁ ମୃତ୍ୟୁ ସଂଖ୍ୟା ୧୩ ବୋଲି କୁହାଯାଉଛି। ତେବେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ହଇଜା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ପତ୍ର ଲେଖି ତୁରନ୍ତ ଅବିଳମ୍ବେ କେନ୍ଦ୍ରୀୟ ସହାୟତା … Continue reading ମେଳ ଖାଉନି ହଇଜା ମୃତ୍ୟୁ ସଂଖ୍ୟା – କେନ୍ଦ୍ରୀୟ ସହାୟତା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର
Copy and paste this URL into your WordPress site to embed
Copy and paste this code into your site to embed