www.samajalive.in
Saturday, December 6, 2025
26.1 C
Bhubaneswar

ବୋମାମାଡ଼ରେ ୫୦ରୁ ଅଧିକ ଆତଙ୍କବାଦୀ ମୃତ; ବ୍ରିଟେନ ପରେ ଫ୍ରାନ୍ସର ବାୟୁସେନା କାର୍ଯ୍ୟାନୁଷ୍ଠାନ

ଦୁଇଦିନ ତଳେ ବ୍ରିଟେନ୍ ସରକାର ବାୟୁସେନା ଡ଼୍ରୋନ ଆକ୍ରମଣ ଜରିଆରେ ଆତଙ୍କବାଦୀଙ୍କ ୬ ବଙ୍କର ଧ୍ବଂସ ସହ ୧୪୦୦ରୁ ଅଧିକ ଏଆଇଏସଆଇ ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୋମବାର ଫ୍ରାନ୍ସସେନାର ବିମାନ ଆକ୍ରମଣରେ ୫୦ରୁ ଅଧିକ ଅଲକାଏଦା  ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

ଫ୍ରାନ୍ସର ନେତୃତ୍ୱାଧୀନ ଜିହାଦୀ ବିରୋଧୀ ଅପରେସନ୍ ବାରଖାନେ ବିଷୟରେ ପାର୍ଲୀ କହିଛନ୍ତି ଯେ, ଅକ୍ଟୋବର ୩୦ ରେ ମାଲିରେ ବରଖାନ ଫୋର୍ସ ଏକ ଅପରେସନ୍ କରିଥିଲା ​​। ଯେଉଁ ଅପରେସନ ବେଳେ ଅନନ୍ୟୂନ ୫୦ରୁ ଅଧିକ ଜିହାଦୀ ପ୍ରାଣ ହରାଇଥିବା ସୂଚନା ମିିଳିଛି । ଏଥିରେ ପ୍ରାୟ ୩୦ ଟି ମୋଟରସାଇକେଲ ନଷ୍ଟ ହୋଇଯାଇଛି।

- Advertisement -

ଜିହାଦୀମାନେ ସେନା ନଜରରୁ ବଞ୍ଚିବା ପାଇଁ ଗଛ ତଳେତଳେ ଅନ୍ୟସ୍ଥାନକୁ ଚାଲି ଯାଉଥିବାବେଳେ ଫ୍ରାନ୍ସ ବାୟୁସେନାର ୨ଟି ମିରାଜ ଓ ଗୋଟିଏ ଡ଼୍ରୋନ୍ ସେମ ସେତେବେଳେ ଫ୍ରାନ୍ସ ଫୋର୍ସ ଦୁଇଟି ମିରାଜ୍ ଜେଟ୍ ଏବଂ ଡ୍ରୋନ୍ ପଠାଇ ବିଦ୍ରୋହୀମାନଙ୍କୁ ଚିତପଟାଙ୍ଗ କରି ଦେଇ ଏଥର ଗ୍ରେଟର ସାହାରାରେ ଇସଲାମିକ ଷ୍ଟେଟକୁ ଟାର୍ଗେଟ କରୁଥିବା ଅନ୍ୟ ଏକ ଅପରେସନ୍ ମଧ୍ୟ ଚାଲିଛି ଯେଉଁଥିରେ ସମୁଦାୟ୩୦୦୦୦ ସେନା ମୁତୟନ ଅଛନ୍ତି । ପ୍ରାୟ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଅପରେସନର ଫଳାଫଳ ଆସନ୍ତା ଦିନରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories