www.samajalive.in
Sunday, December 7, 2025
26.1 C
Bhubaneswar

ରାତ୍ରୀଭୋଜନର ନିୟମ

ସଠିକ ସମୟରେ ସଠିକ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ । ସକାଳର ଜଳଖିଆ ଭଳି ରାତ୍ରୀ ଭୋଜନର ମଧ୍ୟ ଗୁରୁତ୍ୱ ରହିଛି । ରାତିରେ ଭୋଜନ ବିଳମ୍ବରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପରିମାଣରେ ଶକ୍ତି ଓ ସତେଜ ଅନୁଭବ କରିବା ପାଇଁ ରାତିରେ ୮ଟା ମଧ୍ୟରେ ଭୋଜନ କରିବା ଆବଶ୍ୟକ ।
ରାତିରେ ସଠିକ ସମୟରେ ଭୋଜନ କରିବା ଦ୍ୱାରା ଶରୀର ପାଇଁ ଲାଭଦାୟକ ହେବା ସହ ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରିଥାଏ ।
ସାରା ଦିନ ପରିଶ୍ରମ କରିବା ପରେ ରାତିରେ ସଠିକ ସମୟରେ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ ହୋଇଥାଏ । ଦିନଯାକର ଥକ୍କାପଣ ଦୂର ହୋଇଥାଏ ।
ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ମାତ୍ରେ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ । ପେଟ ଜନିତ ସମସ୍ୟା ମଧ୍ୟ ହୋଇଥାଏ ।
ସଠିକ ସମୟରେ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ । ଫଳରେ କୋଲେଷ୍ଟେରୋଲ୍‍ ସମସ୍ୟା ହୋଇନଥାଏ । ଫଳରେ ହୃଦୟ ସୁସ୍ଥ ରହିଥାଏ ।
ଓଜନ ହ୍ରାସ କରିବା ପାଇଁ ରାତିରେ ଜଲଦି ଖାଇବା ସହ ଅଳ୍ପ ସମୟ ଚାଲିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ପେଟରେ ଖାଦ୍ୟ ଜମା ହୋଇ ରହିନଥାଏ ।
ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ମାତ୍ରେ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ । ଫଳରେ ପେଟରେ ଯନ୍ତ୍ରଣା,ଏସିଡିଟି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
ରାତିରେ ସଠିକ ସମୟରେ ଖାଦ୍ୟ ଖାଇବା ଫଳରେ ଭଲ ଭାବେ ନିଦ ହୋଇଥାଏ । ସକାଳେ ସତେଜ ଅନୁଭବ ହୋଇଥାଏ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories