www.samajalive.in
Saturday, December 6, 2025
26.1 C
Bhubaneswar

ଫ୍ଲିପକାର୍ଟ ଆଣିଲା ନିଜର ପେମେଣ୍ଟ ଆପ୍

ନୂଆଦିଲ୍ଲୀ : ଫ୍ଲିପକାର୍ଟ ନିଜର ପେମେଣ୍ଟ ଆପ୍ ଲଞ୍ଚ୍ କରିଦେଇଛି । ଏହାର ନାଁ Super.money ଦିଆଯାଇଛି । ଏହି ଆପ୍ ୟୁଜର୍ସଙ୍କୁ ୟୁପିଆଇ ସାହାଯ୍ୟରେ ମୋବାଇଲ ପେମେଣ୍ଟ କରିବାର ସୁବିଧା ପ୍ରଦାନ କରିବ । ବର୍ତ୍ତମାନ ଏହି ଆପ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।

ଅନ୍ୟ ୟୁପିଆଇ ଆପ୍ସ ଭଳି ଏହି ଆପ୍ ସୁପରଡଟମନି ଆପ ଜରିଆରେ ମୋବାଇଲ ପେମେଣ୍ଟ କରିପାରିବେ । କମ୍ପାନୀ ସୂଚନା ଅନୁସାରେ ଏହି ଆପ୍ ଅନ୍ୟ ଆପ୍ଲିକେସନଠୁ ଅଲଗା ହେବ । ଏହା ଅଧିକ ରିଓ୍ବାର୍ଡ୍ସ ଦେବ ଏବଂ ବ୍ୟବହାର କରିବା ମଧ୍ୟ ସହଜ ହେବ । କମ୍ପାନୀର କହିବାନୁସାରେ ୟୁଜର୍ସଙ୍କ ରାୟ ନେବା ପରେ ଏହାକୁ ଅଧିକ ଉତ୍ତମ କରାଯିବ । କହିରଖୁଛୁ ଫ୍ଲିପକାର୍ଟ ଫୋନପେଠୁ ୨୦୨୨ରେ ଅଲଗା ହେବାର ଘୋଷଣା କରିଥିଲା । ଫ୍ଲିପକାର୍ଟ ୨୦୧୬ରେ ଫୋନପେକୁ କିଣିଥିଲା କିନ୍ତୁ ୨୦୨୨ରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟ କମ୍ପାନୀଙ୍କ ପ୍ୟାରେଣ୍ଟ କମ୍ପାନୀ ଏବେ ବି ଓ୍ବାଲମାର୍ଟ ରହିଛି ।

ଶସ୍ତାରେ ଔଷଧ ପାଇବେ ଯାତ୍ରୀ: ୬୧ ରେଳ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର

- Advertisement -

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories