ଶସ୍ତାରେ ଔଷଧ ପାଇବେ ଯାତ୍ରୀ: ୬୧ ରେଳ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ଆପଣ ସ୍ଥାନୀୟ ରେଳ ଷ୍ଟେସନରୁ ଶସ୍ତାରେ ଔଷଧ ପାଇପାରିବେ। ରେଳ ଷ୍ଟେସନରେ ଖୋଲିବ ଜନ ଔଷଧି କେନ୍ଦ୍ର। ଭାରତୀୟ ରେଳ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲିବାର ପରିସର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୬୧ରୁ ଊର୍ଦ୍ଧ୍ବ ରେଳ ଡିଭିଜନ୍‌ର ଷ୍ଟେସନକୁ ଚୟନ କରାଯାଇଛି। ଏଥି ମଧ୍ୟରେ ପୁରୁଣା ଦିଲ୍ଲୀ, ୟୁପିର ପ୍ରୟାଗରାଜ, ଅଲିଗଡ଼, ଗୋଣ୍ଡା, ବସ୍ତୀ, ବଲିଆ, ବାରାଣସୀ ସିଟି, ଫରୁଖାବାଦ ଓ ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟର … Continue reading ଶସ୍ତାରେ ଔଷଧ ପାଇବେ ଯାତ୍ରୀ: ୬୧ ରେଳ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର