ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲି ସ୍ଥିତ ବାନା ବନ୍ଧରେ ଶହ ଶହ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି। କୌଣସି ବିଷ କ୍ରିୟା ଯୋଗୁ ମାଛଗୁଡିକ ମରିଯାଇଥିବା କୁହାଯାଉଛି। ଖବର ପାଇ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଭାଗ ଅଧିକାରୀ ପହଞ୍ଚି ମଲା ମାଛ ନମୁନା ସଂଗ୍ରହ କରିଛନ୍ତି। ଏହି ମାଛକୁ ଜିଲା ପରୀକ୍ଷାଗାର ପଠାଯାଇଛି। ଏହି ପୋଖରୀ ଜଳକୁ ବ୍ୟବହାର ନ କରିବାକୁ ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି।
Popular Categories



