ଆନନ୍ଦପୁର : ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏହାସହ ଦୁଇ ଜଣ ଆହତ ହୋଇଥିବାର ଜଣାପଡିଛି। ଏପରି ଘଟଣା ଆନନ୍ଦପୁର କଲେଜ ନିକଟ ବସ୍ତିରେ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରାଯାଇଛି।
Popular Categories

ଆନନ୍ଦପୁର : ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏହାସହ ଦୁଇ ଜଣ ଆହତ ହୋଇଥିବାର ଜଣାପଡିଛି। ଏପରି ଘଟଣା ଆନନ୍ଦପୁର କଲେଜ ନିକଟ ବସ୍ତିରେ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁକୁ ଆୟତ୍ତ କରାଯାଇଛି।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
