www.samajalive.in
Saturday, December 6, 2025
15.1 C
Bhubaneswar

ବିଜେଡ଼ି ନେତାଙ୍କ ନାଁରେ ଏତଲା

ସମାଜ ଲାଇଭ୍ ଡେସ୍କ : ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିଜେଡ଼ି ନେତାଙ୍କ ନାଁ ରେ ଏତଲା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ନାଁରେ କୋମନା ଥାନାରେ ଏତଲା ହୋଇଛି । ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମନୋଜଙ୍କ ନାଁରେ ଏତଲା ହୋଇଛି । ଏବେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପଦରେ ଅଛନ୍ତି ମନୋଜ । ଉପନିର୍ବାଚନରେ ବିଜେଡ଼ିର ପ୍ରମୂଖ ଟିକେଟ ଦାବିଦାର ଥିଲେ ମନୋଜ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories