www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତାକାଲି ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ଉତକ୍ଷେପଣ, ଅବଗଣନା ଓ ଇନ୍ଧନ ଭର୍ତ୍ତି ଆରମ୍ଭ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ଦ୍ୱାରା ଆସନ୍ତାକାଲି ଅପରାହ୍ନ ୩ଟା ୦୨ ମିନିଟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୦୧ର ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ ହେବ ସହ ଇନ୍ଧନ ଭର୍ତ୍ତି କାର୍ଯ୍ୟ ଆରମ୍ଭ ହୋଇଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପିଏସଏଲଭି ଲଞ୍ଚର ସାହାଯ୍ୟରେ ଅନ୍ୟ ନଅଟି ଆନ୍ତର୍ଜାତୀୟ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯିବ।

- Advertisement -

ଇସ୍ରୋ କହିଛି ଯେ ଏହି ଉତକ୍ଷେପଣ ପାଇଁ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୧.୦୨ରେ ଅବଗଣନା ଆରମ୍ଭ ହୋଇଛି। ଭାରତର ଧୃବୀୟ ଉପଗ୍ରହ ଲଞ୍ଚ ଯାନ ଏହାର ୫୧ତମ ମିଶନରେ ଅନ୍ୟ ନଅଟି ଦେଶର ଉପଗ୍ରହ ସହିତ ଇଓଏସ-୦୧କୁ ଏହାର ମୁଖ୍ୟ ଉପଗ୍ରହ ଭାବରେ ଉତକ୍ଷେପଣ କରିବ। Iଏହି ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବ୍ୟବହୃତ ହେବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories