www.samajalive.in
Saturday, December 6, 2025
15.1 C
Bhubaneswar

ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ତରଫରୁ ଗୁରୁବାର ମନରେଗା ଆଇନର ସଫଳ ରୂପାୟନ ନିମନ୍ତେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମନରେଗା ପ୍ରୋଗ୍ରାମ ଅଧିକାରୀଙ୍କୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଫୁଲବାଣୀ ବ୍ଳକ ସଂଯୋଜିକା ଭାରତୀ ରାଓଙ୍କ ନେତୃତ୍ୱରେ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତରେ ଏସଓ ରାମ ସୁରେଶଙ୍କୁ ପ୍ରଦାନ କରିଥିଲେ। ଏହି ଦାବି ଗୁଡିକ ମଧ୍ୟରେ ମନରେଗା ଆଇନରେ ଥିବା ପ୍ରାବଧାନ ଅନୁଯାୟୀ କାର୍ୟ୍ୟ କରିବାର ୭ରୁ୧୫ ଦିନ ମଧ୍ୟରେ ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନ ସୁନିଶ୍ଚିତ କରିବା।କାର୍ୟ୍ୟ କ୍ଷେତ୍ରରେ ହିଁ ମଷ୍ଟରରୋଲ ପୂରଣ କରିବା।ସଠିକ ଭାବରେ କାର୍ୟ୍ୟ ଆରମ୍ଭ ତାରିଖ ଉଲ୍ଲେଖ କରିବା।ମନରେଗାରେ ଦୈନିକ ଅଣକୁଶଳୀ ଶ୍ରମିକଙ୍କୁ ସର୍ବନିମ୍ନ ୮୦୦ ଟଙ୍କା ପ୍ରଦାନ ନିମନ୍ତେ ଆଇନରେ ବ୍ୟବସ୍ଥା କରିବା। ଆଇନ ଅନୁଯାୟୀ ସଠିକ ସମୟରେ ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନ ପାଇଁ ବଜେଟରେ ଆବଶ୍ୟକ ପରିମାଣର ଅର୍ଥ ବ୍ୟବସ୍ଥା କରିବା ପାଇଁ ଦାବି ରଖା ଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories