www.samajalive.in
Friday, December 5, 2025
20.1 C
Bhubaneswar

ପୁଲିସ ବିଭାଗର ତ୍ରୁଟି- ଇଲେକ୍ଟ୍ରିକ୍‌ ସ୍କୁଟର୍‌ ମାଲିକଙ୍କୁ ପ୍ରଦୁଷଣ ଅଭିଯୋଗରେ ଜୋରିମାନା

ଥିରୁଭାନନ୍ତପୁରମ୍‌ – କେରଳରେ ଜଣେ ଇଲେକ୍ଟ୍ରିକ୍‌ ସ୍କୁଟର ମାଲିକଙ୍କୁ ପ୍ରଦୁଷଣ କରିବା ଅଭିଯୋଗରେ ପୁଲିସ ପକ୍ଷରୁ ଜୋରିମାନା ପାଇଁ ଚାଲାଣ ଜାରି କରାଯାଇଚି । ସମ୍ପୃକ୍ତ ଇଲେକ୍ଟ୍ରିକ୍‌ ସ୍କୁଟର ମାଲିକ ଏହାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ।

ଏପରି ଅଜବ ଜିନିଷ ପାଇଁ ଲୋକମାନେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । ପ୍ରଦୁଷଣ କମ୍‌ କରିବା ପାଇଁ ଇଲେକ୍ଟ୍ରିକ୍‌ ଯାନ ବ୍ୟବହାର କରାଯାଉଥିବା ବେଳେ ପୁଲିସ କପିରି ଏଥିପାଇଁ ଚାଲାଣ କାଟୁଛି ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।

- Advertisement -

ହକି ଖବର –

କେରଳର ମାଲାପୁରମ ଜିଲ୍ଲାର ନୀଲଚେରିରେ ଏହି ଜୋରାମାନାର ଚାଲାଣ କଟଯାଇଛି । ଏଥିପାଇଁ ୨୫୦ ଟଙ୍କାର ଜୋରିମାନା କରାଯାଇଥିବା ଉଲ୍ଲେଖ କରାଯାଇଛି । ଚାଲାଣରେ ମୋଟର ଯାନ ନିୟମ ୧୯୮୮ର ଧାରା ୨୧୩(୫)ଇ ଅନୁସାରେ ଜୋରିମାନା ଆଦାୟ କରାଯାଇଥିବା ଦର୍ଶାଯାଇଛି । ଗାଡିରେ ଇନ୍ଧନ ନଥିବା କଥା ଏଥିରେ ଦର୍ଶାଯାଇଛି । ପୁଲିସ ପକ୍ଷରୁ କିପରି ଏପରି ଭୁଲ୍‌ କରାଯାଇଛି ତାକୁ ନେଇ ଗାଡିମାଲିକ ପ୍ରଶ୍ନ କରିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories