ବାଲେଶ୍ବର : ଫସଳ ଅମଳ ଋତୁରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସେମାନେ ଘର ଦ୍ବାର ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।
ବାଲେଶ୍ବର ଜିଲ୍ଲା ରାଇବଣିଆର ବଣକାଟି ଗାଁ ରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଘର ଭାଙ୍ଗି ଖାଇଲା ଚାଉଳ ଖାଇ ଦେଇଛି। ଗୁରୁବାର ସକାଳେ ସୁରେଇସାହି ପୋଖରୀ କୂଳରେ ହାତୀର ପାଦ ଚି଼ହ୍ନ ଦେଖିବାକୁ ମିଳିଛି। ରେଞ୍ଜର୍ ସରୋଜ ମହାନ୍ତି ଓ ଅନ୍ୟ କର୍ମଚାରୀ ହାତୀ ଘଉଠାବା ପାଇଁ ଚେଷ୍ଟା ଛଳାଇଛନ୍ତି।



