mission shakti banner

ଚଳିତ ବର୍ଷ ବଢିବନି ବିଜୁଳି ଦର

BSKY banner  750×100
0

କଟକ: ଚଳିତ ବର୍ଷ ରାଜ୍ୟରେ ବିଜୁଳି ଦର ବଢିବନାହିଁ ।ଓଡିଶା ବିଦ୍ୟୁତ ନିୟାମକ କମିଟିର ନିର୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ ବର୍ଷ ପରି ଚଳିତ ବର୍ଷ ବିଦ୍ୟୁତ ଦର ସମାନ ରହିବ । ଶିଳ୍ପ, କୃଷି ଓ ଘରୋଇ ବ୍ୟବହାର ପାଇଁ ଏହା ଅପରିବର୍ତିତ ରହିବ । ଡିଜିଟାଲ ପେମେଣ୍ଟେ ବିଦ୍ୟୁତ ବିଲ୍‌ ଦେଲେ ଏକ ପ୍ରତିଶତ ରିହାତି ମିଳିବ । ରିହାତି ସମୟରେ ବିଲ୍‌ ଦେଲେ ଦୁଇ ଗୁଣ ରିହାତି ମିଳିବ ।

 

Leave A Reply