www.samajalive.in
Saturday, December 13, 2025
23.1 C
Bhubaneswar

ଫ୍ରିଜରେ ଅଣ୍ଡା ରଖି ବ୍ୟବହାର କରୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ, ଫଳ ଓ ପନିପରିବାକୁ ଅଧିକ ଦିନ ସାଇତି ରଖିବା ପାଇଁ ଆମେ ତାହାକୁ ଫ୍ରିଜରେ ରଖିଥାଉ। ଏହାସହ ଅଣ୍ଡାକୁ ମଧ୍ୟ କେତେକ ଲୋକ ଫ୍ରିଜରେ ରଖି ଥାଆନ୍ତି। ଏପରି କରିବା ଅନୁଚିତ। ଅଣ୍ଡାକୁ ଫ୍ରିଜରେ ରଖି ତାହାକୁ ଖାଇବା ଦ୍ବାରା ଅନେକ ରୋଗ ହୋଇଥାଏ। ଏ ସମ୍ବନ୍ଧରେ ଏକ ଗବେଷଣାରୁ ଜଣାପଡିଛି।

ଆସନ୍ତୁ ଜାଣିବା ଫ୍ରିଜରେ ଅଣ୍ଡା ରଖି ଖାଇବା ଦ୍ବାରା କ’ଣ ହୋଇଥାଏ ..

- Advertisement -

ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ଓ ଅନେକ ପୋଷକ ତତ୍ତ୍ବ ରହିଛି। ଏହାକୁ ଫ୍ରିଜରେ ରଖିବା ଦ୍ବାରା ସମସ୍ତ ପୋଷକ ତତ୍ତ୍ବ ନଷ୍ଟ ହୋଇଯାଏ।

ଏହାକୁ ଫ୍ରିଜରେ ରଖି ଖାଇବା ଦ୍ବାରା ଖାଦ୍ୟରେ ବିଷକ୍ରିୟା ଜନିତ ସମସ୍ୟା ଦେଖା ​‌ଦେଇଥାଏ। ଏହାର ପ୍ରଭାବରେ ଅନେକ ପେଟ ରୋଗ ହୋଇଥାଏ।

ଫ୍ରିଜର କମ ତାପମାତ୍ରାରେ ଅଣ୍ଡା ରହିବା ଦ୍ବାରା ସେଥିରୁ ଆକ୍ଟିଭ ନାମକ ଏନଜାଇମ ନଷ୍ଟ ହୋଇଯାଏ। ଏହାସହ ବ୍ୟାକ୍ଟେରିଆ ଜାତ ହୋଇଥାଏ।

ଏହା ଫଳରେ ଟାଇଫଏଡ, ପେଟଜନିତ ସମସ୍ୟା, ଖାଦ୍ୟରେ ବିଷକ୍ରିୟା, ଚର୍ମ ରୋଗ ଇତ୍ୟାଦି ହୋଇଥାଏ।

ସେହି ଅଣ୍ଡାକୁ ତରକାରୀ କିମ୍ବା ଅନ୍ୟ ଖାଦ୍ୟଦ୍ରବ୍ୟରେ ବ୍ୟବହାର କଲେ ସେଥିରୁ ସଠିକ ଭାବେ ପୋଷଣ ମିଳି ପାରେ ନାହିଁ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories