ଘରୋଇ କଲେଜ ଓ ବିଦ୍ୟାଳୟରେ ଲାଗିବ ଇଡବ୍ଲୁଏସ ସଂରକ୍ଷଣ, ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଶିକ୍ଷା
ନୂଆଦିଲ୍ଲୀ: କେନ୍ଦ୍ରସରକାର ଆଣିବାକୁ ଯାଉଛନ୍ତି (ଇଡବ୍ଲୁଏସ) ସଂରକ୍ଷଣ । ଆର୍ଥିକ ଦୁର୍ବଳ ବର୍ଗ ପିଲାଏଣିକି ପାଠ ପଢିବାରୁ ବଞ୍ଚିତ ହେବେ ନାହିଁ । କଲେଜ ଭଳି ଘରୋଇ ବିଦ୍ୟାଳୟ ମାନଙ୍କରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ ) ସଂରକ୍ଷଣ ଲାଗୁ କରିବା ନେଇ ନିଷ୍ପତି ହୋଇଛି ।
ଏଥିରେ ୧୦ଭାଗ ସରକ୍ଷଣ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ। ଏ ନେଇ ସୂଚନା ଦେଇଛନ୍ତି ମାନବ ସମ୍ୱଳ ବିକାଶ ମନ୍ତ୍ରୀ ପୋଖରିୟାଲ ନିଶଂକ ।
Comments are closed.