www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ନାଗକୁ ଖଣ୍ଡ ଖଣ୍ଡ କରି ଦେଲା କୁକୁର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ବିଶେଷ କରି ପୋଷା ବିଲେଇ, କୁୁକୁର ସହ ସାପ ଲଢେଇର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପ ଓ କୁକୁରର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓକୁ ଦେଖିଲେ ଭୟଭୀତ ମଧ୍ୟ ଲାଗିବ । ଏହି ଭିଡିଓରେ କୁକୁର ଓ ନାଗସାପର ଭୟଙ୍କର ଲଢେଇର ଦୃଶ୍ୟ ଦେଖିପାରିବେ । ଭିଡିଓରେ ଘଟଣାଟି ଦେଖିଲେ ଏହା ଏକ ବଗିଚାର ବୋଲି ଜଣାପଡୁଛି । ଏଠାରେ ଏକ କୁକୁର ବିନା କୌଣସି ଭୟରେ ନାଗସାପ ଉପରେ ଆକ୍ରମଣ କରୁଛି । ଏହାସହ ମାତ୍ର କିଛି ସମୟରେ ହିଁ ସାପକୁ ଖଣ୍ଡ ଖଣ୍ଡ କରି ଦେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

- Advertisement -

ରଟ୍‌ୱିଲର୍‌ ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ଆକ୍ରମଣକାରୀ କୁକୁରମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ସେହିପରି ନାଗ ମଧ୍ୟ ବିଷାକ୍ତ ସାପ ମଧ୍ୟରୁ ଗୋଟିଏ । ବଗିଚାରେ ସାପକୁ ଦେଖିବା ମାତ୍ରେ କୁକୁରଟି ତୁରନ୍ତ ଆକ୍ରମଣ କରୁଛି । ସାପଟି ମଧ୍ୟ ଆକ୍ରମଣ କରୁଛି । ମାତ୍ର କିଛି ସମୟରେ ହିଁ ସାପକୁ କୁକୁର ଖଣ୍ଡ ଖଣ୍ଡ କରି ଦେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଏଥର ହୋଲିରେ ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଦେଖନ୍ତୁ ଭିଡିଓ; ମହିଳା ନିଜେ ଉଠାଇଲେ ରେଲୱେ ଫାଟକ, ତା’ପରେ ହେଲା ଏମିତି..

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories