ସମ୍ବଲପୁର : ସମ୍ବଲପୁର ସଦର ରେଞ୍ଜର ଡାକରା ପଞ୍ଚାୟତ ଇଚ୍ଛାପଳ ସଂରକ୍ଷିତ ଜଙ୍ଗଲରେ ଏକ ମୃତ ଦନ୍ତା ଉଦ୍ଧାର ହୋଇଛି। କେତେକ ଦୁର୍ବୃତ୍ତ ହାତୀକୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୃତ ହାତୀର ଶରୀରରୁ ୨ଟି ଗୁଳି ଉଦ୍ଧାର କରାଯାଇଛି। ଚାରି ଦିନ ପୂର୍ବରୁ ଦନ୍ତା ମାରିଥିବା ଜଣାପଡୁଛି।
Popular Categories



