www.samajalive.in
Saturday, December 6, 2025
15.1 C
Bhubaneswar

ରାଜଧାନୀରେ ସ୍କୁଲ ପରେ ଏବେ ଏକାଧିକ ହସ୍ପିଟାଲକୁ ବୋମାରେ ଉଡ଼ାଇଦେବାକୁ ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଧମକ ମିଳିଛି। ଦିଲ୍ଲୀର ଏକାଧିକ ସ୍କୁଲ ପରେ ଏଥର ଡାକ୍ତରଖାନାଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ପୁଣିଥରେ ଧମକ ମିଳିଛି। ଇମେଲ ଜରିଆରେ ଏହି ଧମକ ଆସିଛି। ଏହାପୂର୍ବରୁ ଦିଲ୍ଲୀର ଏକାଧିକ ସ୍କୁଲ, ଡାକ୍ତରଖାନା, ବିମାନବନ୍ଦର ଏବଂ ଉତ୍ତର ରେଳବାଇର ସିପିଆରଓ ବିଲ୍ଡିଂକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିଲା।

ସୂଚନା ଅନୁସାରେ, ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେଓ୍ବାର ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲାକୁ ଇମେଲ୍‌ ଜରିଆରେ ବିସ୍ଫୋରଣ ଧମକ ମିଳିଛି। ଏନେଇ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ସୂଚନା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories