www.samajalive.in
Saturday, December 13, 2025
27.1 C
Bhubaneswar

ଦିଲ୍ଲୀରେ ପ୍ରବଳ ଗରମ, ୪୫ ଡିଗ୍ରୀ ପାର ହେବ ବୋଲି ପୂର୍ବାନୁମାନ

ନୂଆଦିଲ୍ଲୀ .- ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଏହା ଆଟ ବର୍ଷର ରେକର୍ଡ କାଟିଛି । ଏପ୍ରିଲ ମାସ ଶେଷସୁଦ୍ଧା ଉତ୍ତର ଭାରତରେ ଲୁ ବହିବା ସହ ତାପମାତ୍ର ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିବ ବୋଲି  ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଅନେକ ପାଣିପାଗ ବିଜ୍ଞାନ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଏଥିଯୋଗୁଁ  କମ୍‌ ପରିମାଣରେ ବର୍ଷା ହୋଇପାରେ । ଅଗଷ୍ଟମାସ ପର୍ଯ୍ୟନ୍ତ ଗରମ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories