nua o banner

ଆରପାରିରେ ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ପ୍ରଧାନ

BJD Bijuli 480×75 Mob
0

ଅନୁଗୁଳ:  କିଶୋରନଗର ବ୍ଲକ ଦଣ୍ଡପାଳ ଗ୍ରାମର ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଆଜି କିଶୋରନଗର ମେଡିକାଲରେ ପରଲୋକ ଘଟିଛି । ତାଙ୍କୁ ୭୯ ବର୍ଷ ହୋଇଥିଲା ସ୍ଵାଧିନ ପ୍ରାର୍ଥୀ ଭାବେ କିଶୋରନଗର ଓ ବିରମହାରାଜ ପୁର ଅଞ୍ଚଳରୁ ସେ ଜିତିଥିଲେ । ତାଙ୍କ ଦେହ ଅସୁସ୍ଥ ଥିବା ନେଇ ପରିବାର ଲୋକେ କିଶୋରନଗର ମେଡିକଲରେ ଭର୍ତ୍ତି କରିଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଅନୁଗୋଳ ଓ କିଶୋରନଗର ର ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଏନେଇ ଆଠମଲ୍ଲିକର ବିଜେଡି ବିଧାୟକ ସଞ୍ଜୀବ ସାହୁ ଦୁଃଖ ପ୍ରକାଶ କରିବା ସହ ସତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Leave A Reply