ନିର୍ମାଣଧୀନ ଆପାଟମେଣ୍ଟରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ବର: ଶୈଳ ଶ୍ରୀବିବହାରରେ ଏକ ନିର୍ମାଣଧୀନ ଆପାଟମେଣ୍ଟରୁ ଯୁବକ ଓ ଯୁବତୀଙ୍କ ମୃତଦେହ ମିଳିଛି । ଗୋଟିଏ ଓଢଣୀରେ ଉଭୟଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଭୟ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହା ଆତ୍ମହତ୍ୟା ବା କେହି ସେମାନଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ତାହା ବ୍ୟବଚ୍ଛେଦ ପରେ ଜଣାପଡିବ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply