ଯାଜପୁର : ବିଂଝାରପୁର ତହସିଲ କାର୍ଯ୍ୟାଳୟରୁ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ଜଣେ ପିଅନ ବୋଲି ଜଣାପଡିଛି। ମୃତ ପିଅନ ଜଣକ ହେଉଛନ୍ତି ପ୍ରଶାନ୍ତ କୁମାର ଜେନା। ପ୍ରଶାନ୍ତ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
Popular Categories



