କୂଅରୁ ମୃତଦେହ ଉଦ୍ଧାର

0

ଅନୁଗୁଳ : ଅନୁଗୁଳ ଥାନା ଅଞ୍ଚଳରେ କୂଅରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବେନ୍ତପୁର ପଞ୍ଚାୟତର ବାଦୀବାହାଳ ଗ୍ରାମର ଅମିନ ଗଡ଼ନାୟକ। କୂଅରୁ ଅମିନଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି । ଏହା ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply