www.samajalive.in
Wednesday, December 10, 2025
14.1 C
Bhubaneswar

ଦୈନିକ ସାଇକେଲ ଚଲାନ୍ତୁ : ରହିବେ ଚାପମୁକ୍ତ

ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ସାଇକେଲିଂ ଖୁବ୍ ସହାୟକ ହୋଇଥାଏ। ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ସୁସ୍ଥ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ଦୈନିକ ସାଇକେଲ ଚଳାଇବା ପାଇଁ ଚିକିତ୍ସକମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକଦିନ ସାଇକେଲ ଚଳାଇବା ଦ୍ବାରା କ’ଣ ଲାଭ ମିଳିଥାଏ –

ଦୈନିକ ସାଇକେଲ ଚଳାଇବା ଦ୍ବାରା ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

- Advertisement -

ନିୟମିତ ୨ରୁ ୩ କିଲୋମିଟର ସାଇକେଲ ଚଳାଇଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ଶରୀରର ବିଭିନ୍ନ ହରମୋନ କ୍ଷେତ୍ରରେ ସମନ୍ବୟ ସ୍ଥିତି ସୃଷ୍ଟି ହୁଏ।

ସାଇକେଲ ଚଳାଇଲେ ଶରୀରରେ ସେରୋଟେନିନ୍‌ ଏବଂ ଏଣ୍ଡୋର୍ଫିନ୍ସ୍‌ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଏହି ହରମୋନକୁ ଖୁସି ହରମୋନ୍‌ କୁହାଯାଇଥାଏ। ଏହାର ପ୍ରଭାବରେ ମସ୍ତିଷ୍କରେ ଆବଶ୍ୟକ ପରିମାଣରେ ରକ୍ତ ସଞ୍ଚାଳନ ହେବା ଯୋଗୁଁ ମନ ଖୁସି ରହିବା ସହିତ ଚାପମୁକ୍ତ ରହିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories