www.samajalive.in
Saturday, December 6, 2025
16.1 C
Bhubaneswar

କଟକରେ ବାଣଫୁଟାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁଁହାମୁହିଁ

କଟକ : କଟକରେ ବାଣଫୁଟାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁଁହାମୁହିଁ ହୋଇଛନ୍ତି । କଟକ ବାରପଥର ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ମେରିଆବଜାର ଅଞ୍ଚଳର କିଛି ଲୋକ ଗତକାଲି ଏକାଠି ବାଣ ଫୁଟାଉଥିବାବେଳେ ବାରପଥର ଅଞ୍ଚଳର କିଛି ଯୁବକ ଵାରଣ କରିଥିଲେ। ଏହାପରେ ଦୁଇଗୋଷ୍ଠୀ ଯୁକ୍ତିତର୍କ ହେବାପରେ ଆରମ୍ଭ ହୋଇଥିଲା ଢେଲାପଥର ଓ କାଚ ବୋତଲ ମାଡ। ଗୋଟିଏ ଗୋଷ୍ଠୀର କିଛି ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହାସହ ଏସିଡ ମଧ୍ୟ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏଥିରେ ମୋଟ ୬ ଜଣ ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ଦରଘାଵଜାର ଥାନା ପୁଲିସ ଏବଂ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଜାଣନ୍ତୁ; ବାସ୍ତୁ ଅନୁସାରେ କେଉଁ ରଙ୍ଗର ଆଲମିରା ଥିଲେ, ଘରୁ କଦାପି ଖାଲି ହେବ ନାହିଁ ଟଙ୍କା..

- Advertisement -

 

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories