www.samajalive.in
Monday, December 15, 2025
16.1 C
Bhubaneswar

ଜୀବନ ସହ ସଂଗ୍ରାମ କରୁଛନ୍ତି ରବି ; ଆପଣଙ୍କ ସାହାଯ୍ୟ ଅପେକ୍ଷାରେ..

କଟକ : କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗ୍ରାମର ରଜନୀକାନ୍ତ ପାଢ଼ୀଙ୍କ ଏକମାତ୍ର ପୁତ୍ର ରବି କିଡନୀ ଓ ଫୁସଫୁସ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଚିକିତ୍ସା ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା। ଚିକିତ୍ସା ପାଇଁ ଏତେ ଗୁଡାଏ ଟଙ୍କା ଯୋଗାଡ କରି ପାରୁନାହାନ୍ତି ପରିବାର।

ସୂଚନା ମୁତାବକ “ରବିନାରାୟଣ ପାଢ଼ୀ (୨୬)ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ମେଡିକାଲ ନେଇ ଥିଲୋ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଥିଲା। ଏହା ଜାଣି ପରିବାର ଲୋକେ ଚିନ୍ତିତ ହୋଇ ପଡିଥିଲେ। ରବିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌‌ ବିଗିଡି ଯାଇଥିଲା।

ଡାକ୍ତର କହିଥିଲେ ସେ କିଡନୀ ,ଫୁସ୍ ଫୁସ୍ ଓ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ଯଥେଷ୍ଟ ପରିମାଣରେ ଅର୍ଥର ଆବଶ୍ୟକତା ଅଛି। ମାତ୍ର ତାଙ୍କ ପରିବାରରେ ସିଏ ଏକମାତ୍ର ସ୍ୱଳ୍ପ ରୋଜଗାର କରୁଥିବା ପିଲା। ତାଙ୍କୁ ଭଲ କରିବା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ପରିବାର ଓ ଗ୍ରାମବାସୀଙ୍କ କହିବା ମୁତାବକ ସମସ୍ତ ଓଡିଶାବାସୀ ଯଦି ତାଙ୍କୁ କିଛି କିଛି ସାହାଯ୍ୟ କରନ୍ତି. ତେବେ ତାଙ୍କର ଗୋଟିଏ ବୋଲି ପୁଅକୁ ବଞ୍ଚାଇପାରନ୍ତେ ।

- Advertisement -

9438006555
(PHONE PE,GOOGLE PE)
9438006555@ybl

ଏହି ନମ୍ବର ଟି…
“ଜ୍ଞାନ ରଞ୍ଜନ ଦାସ” ଙ୍କର…
ସିଏ ତାଙ୍କ ପାଖରେ ମେଡିକାଲ ରେ ଅଛନ୍ତି ।
ସାଇଲୋ ଗୋବିନ୍ଦପୁର, କଟକ,କଣ୍ଟାପଡ଼ା,ନିଆଳି

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories