କଟକ: କଟକ ଦଶହରା ଭାସାଣି ଗଣ୍ଡଗୋଳ ଘଟଣା ପରେ କମିଶନରେଟ୍ ପୁଲିସ୍ ଘର ଘର ବୁଲି ଯାଞ୍ଚ କରୁଛି। ଆଜି ସକାଳୁ ପୁଲିସ ହାତୀପୋଖରୀ ଅଞ୍ଚଳରେ ଛାନଭିନ୍ କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଘର ଘର ବୁଲି କମିଶନରେଟ୍ ପୁଲିସ୍ କେନ୍ଦ୍ରୀୟ ଫୋର୍ସ ସହ ମିଶି ଯାଞ୍ଚ କରୁଛି।
Popular Categories



