www.samajalive.in
Saturday, December 6, 2025
17.1 C
Bhubaneswar

ଲେଡିବ୍ଲାକମେଲର ଅର୍ଚ୍ଚନାଙ୍କ ଜାମିନ୍‌‌ ଆବେଦନ ଖାରଜ

କଟକ : ବହୁ ଚର୍ଚ୍ଚିତ ଲେଡିବ୍ଲାକମେଲର ଅର୍ଚ୍ଚନା ନାଗ୍‌‌ଙ୍କ ଜାମିନ୍‌‌ ଆବେଦନ ଖାରଜ କଲେ କୋର୍ଟ। ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅର୍ଚ୍ଚନାଙ୍କ ଜାମିନ୍‌‌ ଆବେଦନ ଖାରଜ କରିଛନ୍ତି। ଗତ ଶୁକ୍ରବାର ଦିନ ଅର୍ଚ୍ଚନା ଜାମିନ୍‌‌ ଆବେଦନ କରିଥିଲେ।
ସୂଚନା ଯୋଗ୍ୟ,ଅକ୍ଟୋବର ୧୪ରେ ହାଇକୋର୍ଟରେ ପହଞ୍ଚିଛି ଅର୍ଚ୍ଚନା ନାଗ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ପହଞ୍ଚିଥିବା ବେଳେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ଡିଜିପି ଏବଂ ଭୁବନେଶ୍ୱରର ଦୁଇ ଥାନାର ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ହେଲେ ବର୍ତ୍ତମାନ ଅର୍ଚ୍ଚନାଙ୍କୁ ପୁଲିସ ଜେରା କରିବା ନେଇ ଜଣାପଡ଼ିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories