www.samajalive.in
Monday, December 8, 2025
13.1 C
Bhubaneswar

ବୁଦ୍ଧିମାନ କାଉ; କ’ଣ କରିଲା ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ପଶୁ ପକ୍ଷୀମାନେ ସାଧାରଣତଃ ବୁଦ୍ଧିମାନ ହୋଇଥାନ୍ତି। ହେଲେ କାଉ ଭଳି ପକ୍ଷୀ ବି ଏଭଳି ବୁଦ୍ଧିମାନର କାମ କରିପାରେ ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତାରେ ଜଣେ ଯୁବତୀ କାଉକୁ କିଛି ପ୍ଲାଷ୍ଟିକ୍‌‌ ଖେଳନା ସଜାଡିବାକୁ ଦେଇଛନ୍ତି। ସଠିକ୍‌‌ ଭାବେ ସଜାଡିବା ପରେ ଖାଇବାକୁ ଦେବାକୁ କହିବାରୁ କାଉଟି ଖୁବ୍‌‌ ସୁନ୍ଦର ଭାବେ ଏହାକୁ ସଜାଡି ଦେଉଛି। ଏହାପରେ ଯୁବତୀ ଜଣଙ୍କ କାଉଟିକୁ ଖାଦ୍ୟ ଦେଉଛନ୍ତି। ବୈଜ୍ଞାନିକମାନେ ମଧ୍ୟ କାଉର ବୃଦ୍ଧି ଦେଖି ତାହାକୁ ୭ବର୍ଷର ପିଲାଙ୍କ ବୃଦ୍ଧି ସାଙ୍ଗରେ ତୁଳନା କରିଛନ୍ତି। ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories