www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ପାଣିରେ ପଶି କୁମ୍ଭୀରକୁ ଖୁଆଉଛନ୍ତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କୁମ୍ଭୀରକୁ ଏକ ଛୋଟ ଛୁଆକୁ ଖାଦ୍ୟ ଖୁଆଇବା ଭଳି ଖୁଆଉଥିବାର ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ପାଣି ଭିତରେ ଜଣେ ବ୍ୟକ୍ତି ଖୁବ୍‌ ସହଜରେ କୁମ୍ଭୀରକୁ ଖାଦ୍ୟ ଖୁଆଉଥିବା ଦେଖାଯାଉଛି । ଭିଡିଓକୁ ଦେଖି ଏଭଳି ମନେ ହେଉଛି, ଯେଭଳି କୁମ୍ଭୀରଟି ତାଙ୍କ ପୋଷା । କୁମ୍ଭୀରର ଅନ୍ୟ ଭିଡିଓ ମଧ୍ୟ ଦେଖିଥିବେ ଯେଉଁଥିରେ କୁମ୍ଭୀର ହଠାତ୍‌ ଆକ୍ରମଣ କରି ଦିଏ । ରକ୍ଷା ପାଇବାକୁ ଟିକେ ମଧ୍ୟ ସମୟ ମିଳେ ନାହିଁ ।


ଭିଡିଓରେ ଦେଖିପାରିବେ, ବ୍ୟକ୍ତି ଜଣକ ଅତି ନିକଟରୁ କୁମ୍ଭୀରକୁ ଖୁଆଉଛନ୍ତି । କୁମ୍ଭୀର ମଧ୍ୟ ଭୋକରେ ରହିଥିବା ଭଳି ତୁରନ୍ତ ଖାଦ୍ୟକୁ ତାଙ୍କ ହାତରୁ ନେଇଯାଉଛି । କୁମ୍ଭୀରକୁ ଖାଦ୍ୟ ଖୁଆଉଥିବା ଆଉ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ଏଥିରେ ଦେଖିପାରିବେ ବ୍ୟକ୍ତି ଜଣକ କିଭଳି ଏକାଧିକ କୁମ୍ଭୀରକୁ ଖାଇବାକୁ ଦେଉଛନ୍ତି । ଭିଡିଓଟିକୁ ଦେଖିଲେ ଭୟଭୀତ ଲାଗିବା ସାଧାରଣ କଥା । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories