www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରଥମ ଟେଷ୍ଟରେ ଭାରତର ଦମ୍‌‌ଦାର ବିଜୟ

ରୁସୌ: ଡୋମିନିକା ଟେଷ୍ଟରେ ଭାରତର ବୃହତ ବିଜୟ ଦେଖିବାକୁ ମିଳିଛି। ଇନିଂସ ଓ ୧୪୧ ରନ୍‌‌ରେ ୱେଷ୍ଟଇଣ୍ଡିଜକୁ ହରାଇଛି ଭାରତ। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ମାତ୍ର ୧୩୦ ରନ୍‌‌ରେ ଅଲଆଉଟ୍‌‌ ହୋଇଥିବା ବେଳେ ୭ଟି ୱିକେଟ ସହ ଦ୍ୱିତୀୟ ଇନିଂସରେ ମଧ୍ୟ ଅଶ୍ୱିନୀ ଦମ୍‌‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଡେବ୍ୟୁ ମ୍ୟାଚରେ ୧୭୧ ରନ୍‌‌ କରିଥିବା ଜୟସ୍ୱାଲ ମ୍ୟାନ ଅଫ୍‌‌ ଦି ମ୍ୟାଚ୍‌‌ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୫୦ ରନ୍‌‌ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୫ ୱିକେଟ ୪୨୧ ରନ କରିଥିଲା। ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ୧-୦ରେ ଆଗୁଆ ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories