www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୬୧୬୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟ ୪୧୦୨୨୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୬୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୧୦୨୨୭କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୯୩ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୭୮୧, ଝାରସୁଗୁଡ଼ା ୫୫୭, ନୂଆପଡ଼ା ୪୪୮, କଟକ ୩୪୨, କଳାହାଣ୍ଡି ୩୨୦, ବରଗଡ଼ ୨୯୮, ସମ୍ବଲପୁର ୨୭୯, ନବରଙ୍ଗପୁର ୨୨୯, ଗଞ୍ଜାମ ୨୧୬, ଯାଜପୁର ୧୮୯, ମୟୂରଭଞ୍ଜ ୧୮୦, ଷ୍ଟେଟ୍‌ପୁଲ ୧୭୯, ପୁରୀ ୧୪୩, ଅନୁଗୁଳ ୧୦୭, ବାଲେଶ୍ବର ୧୦୧, ବଲାଙ୍ଗିର ୯୮, କୋରାପୁଟ ୯୨, କେନ୍ଦୁଝର ୮୯, ଜଗତସିଂହପୁର ୮୭, ଭଦ୍ରକ ୮୬, ନୟାଗଡ଼ ୮୫, ଗଜପତି ୭୮, ରାୟଗଡ଼ା ୭୦, ସୋନପୁର ୬୨, ଦେବଗଡ଼ ୪୨, କେନ୍ଦ୍ରାପଡ଼ା ୩୮, କନ୍ଧମାଳ ୩୭, ମାଲକାନଗିରି ୧୬, ବୌଦ୍ଧ ୧୫ ଓ ଢେଙ୍କାନାଳରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories