www.samajalive.in
Monday, December 8, 2025
13.1 C
Bhubaneswar

କରୋନା : ଭୟଭୀତ ହେବାର ଆବଶ୍ୟକତା ନାହିଁ – ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀର କରୋନା ଅବସ୍ଥା ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ପରେ କେଜ୍ରିୱାଲ କହିଛନ୍ତି , ଚିନ୍ତା କରିବାର କିଛି ନାହିଁ, ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଜିନୋମ ସିକ୍ୱେନ୍ସିଂ କରାଯାଉଛି। ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୯୫ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ୯୩୨ ଟି ସକ୍ରିୟ ମାମଲା ରହିଛି। କରୋନା ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସାବଧାନ ହେବା ଆବଶ୍ୟକ ।
କେନ୍ଦ୍ର ସରକାର ସେହି ରାଜ୍ୟଗୁଡିକର ନାମ ପ୍ରକାଶ କରିଛନ୍ତି ଯେଉଁଥିରେ କରୋନା ମାମଲା ବୃଦ୍ଧି ପାଉଛି,ଦିଲ୍ଲୀର ନାମ ସେଥିରେ ଅନ୍ତର୍ଭୁକ୍ତ ନୁହେଁ । ମାର୍ଚ୍ଚ ୧୫ ରେ ଦିଲ୍ଲୀରେ ୧୫ ଟି ମାମଲା ଥିଲା, ବର୍ତ୍ତମାନ ଏହା ୨୯୫ କୁ ବୃଦ୍ଧି ପାଇଛି। ଏହି ମାମଲାଗୁଡ଼ିକ କାହିଁକି ବୃଦ୍ଧି ପାଉଛି, ସେଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି।

 

- Advertisement -

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories