ରାଜ୍ୟରେ ଆଉ ୮୭୦ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୮୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୫୭,ସଙ୍ଗରୋଧରୁ ୫୦୯,ସ୍ଥାନୀୟ ୩୬୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୬,୪୭୩କୁ ବୃଦ୍ଧି ପାଇଛି। ୧୩,୦୦,୯୫୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬,୩୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 3rd August
New Positive Cases: 870
Of which 0-18 years: 157
In quarantine: 509
Local contacts: 361(Details of local contacts will be shared by concerned District)
1. Balasore: 10
2. Bargarh: 36
3. Bhadrak: 8
4. Balangir: 45
5. Boudh: 6
6. Cuttack: 20— I & PR Department, Odisha (@IPR_Odisha) August 4, 2022
23. Nuapada: 12
24. Puri: 2
25. Rayagada: 14
26. Sambalpur: 72
27. Sonepur: 17
28. Sundargarh: 220
29. State Pool: 27New recoveries: 928
Cumulative tested: 32723387
Positive: 1316473
Recovered: 1300951
Active cases: 6325— I & PR Department, Odisha (@IPR_Odisha) August 4, 2022
୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧୦, ବରଗଡ ୩୬, ଭଦ୍ରକ, ୮, ବଲାଙ୍ଗୀର ୪୫, ବୌଦ୍ଧ ୬, କଟକ ୨୦, ଦେଓଗଡ ୮, ଢେଙ୍କାନାଳ ୨, ଗଜପତି ୬, ଗଞ୍ଜାମ ୧, ଜଗତସିଂହପୁର ୫, ଯାଜପୁର ୧୬, ଝାରସୁଗୁଡା ୨୩, କଳାହାଣ୍ଡି ୬୩, କନ୍ଧମାଳ ୮, କେନ୍ଦ୍ରାପଡା ୬, କେନ୍ଦୁଝର ୫, ଖୋର୍ଦ୍ଧା ୧୪୦, କୋରାପୁଟ ୬, ମୟୁରଭଞ୍ଜ ୫୯, ନବରଙ୍ଗପୁର ୧୨, ନୟାଗଡ ୨୧, ନୂଆପଡା ୧୨, ପୁରୀ ୨, ରାୟଗଡା ୧୪, ସମ୍ବଲପୁର ୭୨, ସୋନପୁର ୧୭, ସୁନ୍ଦରଗଡ ୨୨୦, ଷ୍ଟେଟ ପୁଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.