ଓଡିଶାରେ କରୋନା ; ଚିହ୍ନଟ ହେଲେ ୯୨୦ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୯୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୬୬,ସଙ୍ଗରୋଧରୁ ୫୩୮ ଓ ସ୍ଥାନୀୟ ୩୮୨।
Covid-19 Report For 2nd August
New Positive Cases: 920
Of which 0-18 years: 166
In quarantine: 538
Local contacts: 382(Details of local contacts will be shared by concerned District)
1. Angul: 1
2. Balasore: 17
3. Bargarh: 54
4. Bhadrak: 4
5. Balangir: 37
6. Boudh: 12— I & PR Department, Odisha (@IPR_Odisha) August 3, 2022
23. Nuapada: 9
24. Puri: 12
25. Rayagada: 15
26. Sambalpur: 68
27. Sonepur: 28
28. Sundargarh: 250
29. State Pool: 30New recoveries: 1151
Cumulative tested: 32702507
Positive: 1315603
Recovered: 1300023
Active cases: 6385— I & PR Department, Odisha (@IPR_Odisha) August 3, 2022
୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧,ବାଲେଶ୍ୱର ୧୭,ବରଗଡ ୫୪, ଭଦ୍ରକ ୪, ବଲାଙ୍ଗୀର ୩୭, ବୌଦ୍ଧ ୧୨,କଟକ ୩୬, ଦେଓଗଡ ୭, ଢେଙ୍କାନାଳ ୧, ଗଜପତି ୬, ଗଞ୍ଜାମ ୧୨, ଜଗତସିଂହପୁର ୮,ଯାଜପୁର ୧୩, ଝାରସୁଗୁଡା ୯, କଳାହାଣ୍ଡି ୧୭, କନ୍ଧମାଳ ୨୦, କେନ୍ଦ୍ରାପଡା ୯,ଖୋର୍ଦ୍ଧା ୧୩୩, କୋରାପୁଟ ୨୯, ମୟୁରଭଞ୍ଜ ୪୮, ନବରଙ୍ଗପୁର ୧୨, ନୟାଗଡ ୨୩, ନୂଆପଡା ୯, ପୁରୀ ୧୨, ରାୟଗଡା ୧୫, ସମ୍ବଲପୁର ୬୮, ସୋନପୁର ୨୮, ସୁନ୍ଦରଗଡ ୨୫୦,ଷ୍ଟେଟ ପୁଲରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୫,୬୦୩କୁ ବୃଦ୍ଧି ପାଇଛି। ୧୩,୦୦,୦୨୩ ମୋଟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ହଜାର ୩୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.