ଓଡିଶାରେ କରୋନା ; ଚିହ୍ନଟ ହେଲେ ୮୧୬ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଅତିକ୍ରମ କରିଥିବା ବେଳେ ଏବେ ଏଥିରେ ସାମାନ୍ୟ ହ୍ରାସ ହୋଇଛି। ୨୪ ଘଣ୍ଟାରେ ଆଉ ୮୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୧୮, ସଙ୍ଗରୋଧରୁ ୪୭୭ ଓ ସ୍ଥାନୀୟ ୩୩୯।
Covid-19 Report For 17th July
New Positive Cases: 816
Of which 0-18 years: 118
In quarantine: 477
Local contacts: 339(Details of local contacts will be shared by concerned District)
1. Angul: 7
2. Balasore: 13
3. Bargarh: 7
4. Bhadrak: 8
5. Balangir: 10
6. Boudh: 11— I & PR Department, Odisha (@IPR_Odisha) July 18, 2022
23. Nuapada: 1
24. Puri: 20
25. Rayagada: 6
26. Sambalpur: 57
27. Sonepur: 14
28. Sundargarh: 141
29. State Pool: 46New recoveries: 600
Cumulative tested: 32370840
Positive: 1299928
Recovered: 1284835
Active cases: 5911— I & PR Department, Odisha (@IPR_Odisha) July 18, 2022
୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୭, ବାଲେଶ୍ୱର ୧୩, ବରଗଡ ୭, ଭଦ୍ରକ ୮, ବଲାଙ୍ଗୀର ୧୦, ବୌଦ୍ଧ ୧୧, କଟକ ୭୮, ଦେଓଗଡ ୫, ଢେଙ୍କାନାଳ ୬, ଗଜପତି ୯, ଜଗତସିଂହପୁର ୧୩,ଯାଜପୁର ୨୬, ଝାରସୁଗୁଡା ୧୩,କଳାହାଣ୍ଡି ୧୨, କନ୍ଧମାଳ ୭,କେନ୍ଦ୍ରାପଡା ୧୩, କେନ୍ଦୁଝର ୧୦,ଖୋର୍ଦ୍ଧା ୨୧୮,କୋରାପୁଟ ୩, ମୟୁରଭଞ୍ଜ ୨୯, ନବରଙ୍ଗପୁର ୭, ନୟାଗଡ ୨୬, ନୂଆପଡା ୧,ପୁରୀ ୨୦, ରାୟଗଡା ୬, ସମ୍ବଲପୁର ୫୭, ସୋନପୁର ୧୪, ସୁନ୍ଦରଗଡ ୧୪୧, ଷ୍ଟେଟ ପୁଲରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮କୁ ବୃଦ୍ଧି ପାଇଛି। ୧୨,୮୪,୮୩୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫,୯୧୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.