www.samajalive.in
Friday, December 5, 2025
26.1 C
Bhubaneswar

କୋଭିଡ୍‍ ପାଇଁ ନବରଙ୍ଗପୁର ‘ସ୍କଚ୍‍ ରୈାପ୍ୟ ସମ୍ମାନ’ରେ ସମ୍ମାନିତ

ନବରଙ୍ଗପୁର: ନବରଙ୍ଗପୁର ଜିଲାରୁ ସ୍କଚ ସମ୍ମାନ ନିମନ୍ତେ ଜିଲା ପ୍ରଶାସନ ତରଫରୁ କୋଭିଡ -୧୯ ପାଇଁ ଜିଲାର ପ୍ରତିକ୍ରିୟାମୂଳକ ପ୍ରସ୍ତୁତି ଉପସ୍ଥାପନ କରାଯାଇଥିବା ବେଳେ ଏହା ନୂଆଦିଲ୍ଲୀଠାରେ ୬୬ତମ ସର୍ବଭାରତୀୟ ସ୍ତରରେ ସ୍କଚ ସମ୍ମିଳନୀରେ ଗ୍ରହଣ କରାଯାଇଛି। ନବରଙ୍ଗପୁର ଜିଲା ଏଥି ପାଇଁ ରୈାପ୍ୟ ସମ୍ମାନ ପାଇବାକୁ ଯୋଗ୍ୟ ହୋଇଛି।

ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଏହି ସମ୍ମାନ ଓ ମାନପତ୍ର ପାଇଥିବା ବେଳେ ସେ ଏହି ପୁରସ୍କାରକୁ ଜିଲାର ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଉତ୍ସର୍ଗ କରିଛନ୍ତି। ପୂର୍ବରୁ ମଧ୍ୟ ନବରଙ୍ଗପୁର ଜିଲା କୃଷି କ୍ଷେତ୍ରରେ ବୈଞାନିକ ପଦ୍ଧତିର ଉଲ୍ଲେଖନୀୟ ସଫଳତା ପାଇଁ ସ୍କଚ ସମ୍ମାନ ପାଇଥିଲା। ତେବେ ଆଜି ପୁଣିଥରେ କରୋନା ପାଇଁ ସ୍କଚ ସମ୍ମାନ ପାଇବା ଜିଲା ପାଇଁ ଗର୍ବ ଓ ଗୈାରବ ଆଣି ଦେଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories