ଆରଡି : ମହାମାରୀ କରୋନାକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ଅଣ୍ଟା ଭିଡିଥିବା ବେଳେ ଭଦ୍ରକ ଜିଲା ଆରଡିପୀଠରେ ପ୍ରଗତି ଯୁବକ ସଂଘ ପକ୍ଷରୁ ଶତାଧିକ ଅସହାୟ ଲୋକଙ୍କୁ ମାସ୍କ ଓ ସାନିଟାରି ନିମନ୍ତେ ସାବୁନ ପ୍ରଗତି ଯୁବକ ସଂଘ ପକ୍ଷରୁ ଅସହାୟ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ। ଯୁବକ ସଂଘର ସଦସ୍ୟ ତନ୍ମୟ ପାଢୀ, ଦେବାଷିଶ ପାଢୀ, ମାନସ ସାହୁ ପ୍ରମୁଖ ବଣ୍ଟନ କରିବା ସହିତ ସାଧାରଣ ଲୋକଙ୍କୁ ସଚେତନତା କରାଇଥିଲେ।
Popular Categories


