ଓଡିଶାରେ କରୋନା ; ଚିହ୍ନଟ ହେଲେ ୮୨ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୨ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦,ସଙ୍ଗରୋଧରୁ ୪୮ ,ସ୍ଥାନୀୟ ୩୪ । ଆଉ ୬୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୭୮୭କୁ ବୃଦ୍ଧି ପାଇଛି। ୧୩,୨୪,୯୧୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Covid-19 Report For 7th Oct
New Positive Cases: 82
Of which 0-18 years: 10
In quarantine: 48
Local contacts: 34(Details of local contacts will be shared by concerned Dist)
1. Balasore: 1
2. Bargarh: 3
3. Bhadrak: 1
4. Cuttack: 10
5. Deogarh: 2
6. Dhenkanal: 1
7. Ganjam: 3— I & PR Department, Odisha (@IPR_Odisha) October 8, 2022
New recoveries: 176
Cumulative tested: 33644390
Positive: 1334787
Recovered: 1324912
Active cases: 623— I & PR Department, Odisha (@IPR_Odisha) October 8, 2022
୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧, ବରଗଡ ୩, ଭଦ୍ରକ ୧, କଟକ ୧୦, ଦେଓଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୩, ଯାଜପୁର ୩, କଳାହାଣ୍ଡି ୨,କେନ୍ଦୁଝର ୩, ଖୋର୍ଦ୍ଧା ୧୩, ମୟୁରଭଞ୍ଜ ୧,ନବରଙ୍ଗପୁର ୧, ନୟାଗଡ ୨, ନୂଆପଡା ୩, ପୁରୀ ୧୧,ରାୟଗଡା ୨, ସମ୍ବଲପୁର ୩, ସୁନ୍ଦରଗଡ ୧୪ ଓ ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.