ଓଡିଶାରେ କରୋନା ; ୨୦୬ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏବେ ଏଥିରେ ହ୍ରାସ ଘଟିଛି। ୨୪ ଘଣ୍ଟାରେ ଆଉ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭,ସଙ୍ଗରୋଧରୁ ୧୨୧,ସ୍ଥାନୀୟ ୮୫।
Covid-19 Report For 22nd August
New Positive Cases: 206
Of which 0-18 years: 17
In quarantine: 121
Local contacts: 85(Details of local contacts will be shared by concerned District)
1. Bargarh: 9
2. Balangir: 7
3. Boudh: 2
4. Cuttack: 16
5. Deogarh: 3
6. Gajapati: 4— I & PR Department, Odisha (@IPR_Odisha) August 23, 2022
20. Puri: 3
21. Sambalpur: 13
22. Sonepur: 1
23. Sundargarh: 36
24. State Pool: 12New recoveries: 326
Cumulative tested: 33049465
Positive: 1325470
Recovered: 1314005
Active cases: 2247— I & PR Department, Odisha (@IPR_Odisha) August 23, 2022
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡରୁ ୯, ବଲାଙ୍ଗୀର ୭, ବୌଦ୍ଧ ୨, କଟକ ୧୬, ଦେଓଗଡ ୩, ଗଜପତି ୪, ଗଞ୍ଜାମ ୨, ଯାଜପୁର ୬, ଝାରସୁଗୁଡା ୧, କଳାହାଣ୍ଡି ୩, କନ୍ଧମାଳ ୪, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୪୮,କୋରାପୁଟ ୧୧, ମାଲକାନଗିରି ୧, ମୟୁରଭଞ୍ଜ ୬, ନବରଙ୍ଗପୁର ୧, ନୟାଗଡ ୬, ନୂଆପଡା ୯, ପୁରୀ ୩, ସମ୍ବଲପୁର ୧୩, ସୋନପୁର ୧, ସୁନ୍ଦରଗଡ ୩୬, ଷ୍ଟେଟପୁଲରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୪୭୦କୁ ବୃଦ୍ଧି ପାଇଛି। ୧୩,୧୪,୦୦୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ହଜାର ୨୪୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.