www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜାରି କଲେ କଣ୍ଟ୍ରୋଲରୁମ୍ ନମ୍ବର

ଭୁବନେଶ୍ବର: କରୋନା ଭାଇରସ୍ ଭୟ ସାରା ବିଶ୍ବକୁ ଚିନ୍ତା​‌ରେ ପକାଇଛି। ଚୀନରୁ ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୫ ଜଣଙ୍କ ଜୀବନ ନେଇସାରିଥିବା ବେଳେ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି। ଏହାରି ମଧ୍ୟରେ ରାଜ୍ୟ ସରକାର ମଧ୍ୟ କରୋନା ଭାଇରସ ପାଇଁ ସତର୍କତା ମୂଳକ ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି। ରବିବାର ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭାଇରସ ପାଇଁ ରାଜ୍ୟରେ କଣ୍ଟ୍ରୋଲରୁମ୍ ନମ୍ବର ଜାରି କରାଯାଇଛି। କରୋନ ଭାଇରସ ନେଇ ରାଜ୍ୟବାସୀ କୌଣସି ସୂଚନା ଜାଣିବା ପାଇଁ ଚାହୁଁଥିଲେ କଣ୍ଟ୍ରୋଲରୁମ୍ ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭,୯୪୩୯୯୯୧୨୨୧,୯୪୩୭୦୪୦୫୬୪ରେ ଯୋଗାଯୋଗ କରିପାରିବେ। ରାଜ୍ୟବାସୀଙ୍କ ପାଖରେ କରୋନ ଭାଇରସକୁ ନେଇ କୌଣସି ସୂଚନା ଥିଲେ ଏହି ନମ୍ବର ମାଧ୍ୟରେ ଯୋଗାଯୋଗ କରିପାରିବେ ବୋଲି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories