www.samajalive.in
Friday, December 5, 2025
26.1 C
Bhubaneswar

ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ମହିଳା କଂଗ୍ରେସ

ଭୁବନେଶ୍ୱର: ଆଜି ଖୁଣ୍ଟିଆ ଭବନରେ ଜାତୀୟ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରେ ବର୍ଷିଛନ୍ତି ମହିଳା କଂଗ୍ରେସ ମୁଖପାତ୍ର ସୁଲୋଚନା ସାହୁ । ସାମ୍ବାଦିକ ସମ୍ମିଳନୀରେ ମନିଷା ଦାସ ପଟ୍ଟନାୟକ, ଓବିଶି ମୋର୍ଚ୍ଚାର ଅନାଦି ସାହୁ ନୂଆପଡ଼ା ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସୁଲୋଚନା ସାହୁ ଓଡ଼ିଶାରେ ମହିଳାଙ୍କୁ ଦିନକୁ ମାତ୍ର ୨୭ଟଙ୍କା ଦେଇ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ବାହାବା ନେଇଛନ୍ତି।

ଅନ୍ୟ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ମାସକୁ ମହିଳାଙ୍କୁ ୨୫୦୦ତାଙ୍କ ଦିଆଯାଇଛି। ସେହିପରି ସରକାର ବିଭିନ୍ନ ଆଳରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନା କାଟିବାକୁ ବସିଛନ୍ତି। ସରକାରଙ୍କ ପାଖରେ ଯୋଜନା ଚଳାଇବା ପାଇଁ ଟଙ୍କା ନାହିଁ ବୋଲି କହିଥିଲେ। ସେହିପରି ମନିଷା ଦାସ ପଟ୍ଟନାୟକ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ନା ବିଜେପିର ବୋଲି ପ୍ରଶ୍ନ କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories