www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଦେ ଭାରତ ଖାଦ୍ୟରୁ ବାହାରିଲା ମଲା ଅସରପା, ଅଭିଯୋଗ ପରେ ଏମିତି କହିଲା ଆଇଆରସିଟିସି..

ନୂଆଦିଲ୍ଲୀ : ଜଣେ ଏକ୍ସ ବ୍ୟବହାରକାରୀ ବନ୍ଦେ ଭାରତରେ ଯାତ୍ରୀଙ୍କୁ ଦିଆ ଯାଉଥିବା ଭୋଜନ ଅର୍ଥାତ ଖାଦ୍ୟ ଭିତରେ ଏକ ମଲା ଅସରପା ଥିବା ଫଟୋ ଶେୟାର କରିଛନ୍ତି। ସେ କହିଛନ୍ତି ଏହି ଘଟଣା ତାଙ୍କ ଦାଦା ଓ ଖୁଡିଙ୍କ ସହ ଘଟିଛି। ଯେ କି ୧୮ ଜୁନରେ ଭୋପାଳରୁ ଆଗ୍ରା ଯାଇଥିଲେ। ଏହି ଘଟଣା ପରେ ଆଇଆରସିଟିସି ତାଙ୍କ ପୋଷ୍ଟର ଜବାବରେ କହିଛନ୍ତି, ଏହି ସମସ୍ୟା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭୁଲ୍ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜୋରିମାନା ମଧ୍ୟ ଆଦାୟ କରାଯିବ।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

ବ୍ୟକ୍ତି ଜଣକ ମଲା ଅସରପା ସହ ଖାଦ୍ୟର ଫଟୋ ଶେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ୧୮-୦୬-୨୪ରେ “ମୋ ଦାଦା ଓ ଖୁଡି ବନ୍ଦେ ଭାରତରେ ଭୋପାଳରୁ ଆଗ୍ରାର ଯାତ୍ରା କରୁଥିଲେ। ଆଇଆରସିଟିସିରୁ ଗ୍ରହଣ କରିଥିବା ଖାଦ୍ୟରୁ ତାଙ୍କୁ ଅସରପା ମିଳିଥିଲା। ବିକ୍ରେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁନିଶ୍ଚିତ କରନ୍ତୁ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ”।
ଏହି ପୋଷ୍ଟ ଶେୟାର କରାଯିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories