ତଟରକ୍ଷୀ ବାହିନୀ ଅଭ୍ୟାସ – ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ସାମିଲ

ଡେସ୍କ: ମାଲେଠାରେ ଚାଲିଥିବା ତ୍ରିପାକ୍ଷିକ ବନ୍ଧୁତା ଅଭ୍ୟାସରେ ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପର ତଟରକ୍ଷୀ ବାହିନୀ ଅଂଶଗ୍ରହଣ କରୁଛନ୍ତି। ଏହି ଅଭ୍ୟାସର ୧୬ତମ ସଂସ୍କରଣ ଫେବ୍ରୁଆରି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ସାମୁଦ୍ରିକ କ୍ଷେତ୍ରରେ ବଢୁଥିବା ଆହ୍ୱାନର ମୁକାବିଲା ପାଇଁ ବାଂଲାଦେଶ ଚଳିତ ବର୍ଷ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରୁଛି।

ଭାରତ ଫେରିଲେ ଦୁବାଇ ଜେଲରେ ଥିବା ୪ ବନ୍ଦୀ

ଭାରତରୁ ଆଇସିଜିଏସ୍ ସମର୍ଥ, ଆଇସିଜିଏସ୍ ଅଭିନବ ଏବଂ ଆଇସିଜି ଡୋନିୟର ଏହି ଦ୍ୱିପାକ୍ଷିକ ଅଭ୍ୟାସରେ ମାଲେରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ଏସଏଲଏନଏସ ଏହି ସାମୁଦ୍ରିକ ଅଭ୍ୟାସରେ ଅଂଶଗ୍ରହଣ କରୁଛି। ଭାରତୀୟ ତଟରକ୍ଷୀ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ପରମେଶ ଅଭ୍ୟାସ ପାଇଁ ମାଲେରେ ଅଛନ୍ତି।

ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବ୍ୟବହାର କରୁଛି ବିଜେପି

ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହ ଶ୍ରୀଲଙ୍କା ତଟରକ୍ଷୀ ବାହିନୀ ଏବଂ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବଳ ସହ ମିଳିତ ସାମୁଦ୍ରିକ ଅଭ୍ୟାସ କରୁଛନ୍ତି।

ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ

Comments are closed.