www.samajalive.in
Saturday, December 13, 2025
15.1 C
Bhubaneswar

ତଟରକ୍ଷୀ ବାହିନୀ ଅଭ୍ୟାସ – ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ସାମିଲ

ଡେସ୍କ: ମାଲେଠାରେ ଚାଲିଥିବା ତ୍ରିପାକ୍ଷିକ ବନ୍ଧୁତା ଅଭ୍ୟାସରେ ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପର ତଟରକ୍ଷୀ ବାହିନୀ ଅଂଶଗ୍ରହଣ କରୁଛନ୍ତି। ଏହି ଅଭ୍ୟାସର ୧୬ତମ ସଂସ୍କରଣ ଫେବ୍ରୁଆରି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ସାମୁଦ୍ରିକ କ୍ଷେତ୍ରରେ ବଢୁଥିବା ଆହ୍ୱାନର ମୁକାବିଲା ପାଇଁ ବାଂଲାଦେଶ ଚଳିତ ବର୍ଷ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରୁଛି।

ଭାରତ ଫେରିଲେ ଦୁବାଇ ଜେଲରେ ଥିବା ୪ ବନ୍ଦୀ

- Advertisement -

ଭାରତରୁ ଆଇସିଜିଏସ୍ ସମର୍ଥ, ଆଇସିଜିଏସ୍ ଅଭିନବ ଏବଂ ଆଇସିଜି ଡୋନିୟର ଏହି ଦ୍ୱିପାକ୍ଷିକ ଅଭ୍ୟାସରେ ମାଲେରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ଏସଏଲଏନଏସ ଏହି ସାମୁଦ୍ରିକ ଅଭ୍ୟାସରେ ଅଂଶଗ୍ରହଣ କରୁଛି। ଭାରତୀୟ ତଟରକ୍ଷୀ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ପରମେଶ ଅଭ୍ୟାସ ପାଇଁ ମାଲେରେ ଅଛନ୍ତି।

ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବ୍ୟବହାର କରୁଛି ବିଜେପି

ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହ ଶ୍ରୀଲଙ୍କା ତଟରକ୍ଷୀ ବାହିନୀ ଏବଂ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବଳ ସହ ମିଳିତ ସାମୁଦ୍ରିକ ଅଭ୍ୟାସ କରୁଛନ୍ତି।

ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories