ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ

ଡେସ୍କ: ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀ ସରକାରଙ୍କ ଆର୍ଥିକ ସ୍ଥିତି ସମ୍ପର୍କିତ ନିୟନ୍ତ୍ରକ ଓ ଅଡିଟର ଜେନେରାଲ, ସିଏଜିଙ୍କ ୫ଟି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ କହିଛନ୍ତି। ଶ୍ରୀ କେଜ୍ରିୱାଲଙ୍କୁ ଲେଖିଥିବା ଚିଠିରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଗଠନ ଏବଂ ଆନୁସଙ୍ଗିକ ନିଯୁକ୍ତିରେ ଅହେତୁକ ବିଳମ୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ତାଙ୍କ ସରକାରଙ୍କ ଅର୍ଥମନ୍ତ୍ରୀ ଆତିଶୀ ଯଥାଶୀଘ୍ର ବିଧାନସଭାରେ ରିପୋର୍ଟ ଦାଖଲ … Continue reading ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ